ହାପି ବର୍ଥ ଡେ: କେକ୍ କାଟି ଇମୋସନାଲ ହେଲେ ସ୍ବରା - ଅଭିନେତ୍ରୀ ସ୍ୱରା ଭାସ୍କର
🎬 Watch Now: Feature Video
ଅଭିନେତ୍ରୀ ସ୍ୱରା ଭାସ୍କର ଗୋଆରେ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ତନୁ ୱେଡ୍ସ ମନୁ ଅଭିନେତ୍ରୀ ପରିବାର ଏବଂ ସାଙ୍ଗମାନଙ୍କ ଗହଣରେ ଜନ୍ମଦିନ ପାଳନ କରୁଛନ୍ତି । ଜନ୍ମଦିନ ଅବସରର ଏକ ଭିଡିଓ ସେୟାର କରିଛନ୍ତି ସ୍ବରା ।