thumbnail

By

Published : Mar 3, 2021, 1:33 PM IST

ETV Bharat / Videos

କେକ କାଟି ବର୍ଥଡେ ସେଲିବ୍ରେସନ କଲେ ଟାଇଗର

ମୁମ୍ବାଇ: ମୁମ୍ବାଇ ରାସ୍ତାରେ ବୁଲୁଛନ୍ତି ବି-ଟାଉନ ବୟ । ଆକ୍ସନ ଷ୍ଟାର ଟାଇଗର, ସିରିୟଲ କିସର ଇମ୍ରାନ ହାସମୀ, ବିକ୍ରାନ୍ତ ମୈସୀ ଓ କମେଡିଆନ କ୍ରିଷ୍ଣା ଅଭିଷେକଙ୍କୁ ମୁମ୍ବାଇ ସିଟିରେ ଦେଖିବାକୁ ମିଳୁଛି । ମିଡିଆ ସାମ୍ନାରେ ବର୍ଥଡେ କେକ ଟାଇଗର କାଟିଥିବା ବେଳେ ଆଉ ଅନ୍ୟ ଷ୍ଟାର୍ସ ମିଡିଆ କ୍ୟାମେରାରେ କଏଦ ହୋଇଥିଲେ । ପୂର୍ବରୁ ମଧ୍ୟ ଅନେକ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିସାରିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.