ଡିପ୍ରେସନକୁ ନେଇ ଏମିତି କହିଲେ ଆମୀରଙ୍କ ଲାଡଲୀ - ଆମୀର ଖାନଙ୍କ ଝିଅ ଇରା ଖାନ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-11249093-88-11249093-1617344001177.jpg)
ମୁମ୍ବାଇ:ସୁପରଷ୍ଟାର ଆମିର ଖାନଙ୍କ ଝିଅ ଇରା ଖାନ କ୍ଲିନିକାଲ ଡିପ୍ରେସନ ସହିତ ଲଢୁଛନ୍ତି ଏବଂ ନିଜର ଅସୁରକ୍ଷିତ ଦିଗ ସମସ୍ତଙ୍କ ସହ ସେ ସେୟାର ମଧ୍ୟ କରୁଛନ୍ତି । ଗତ ବର୍ଷ ସେ ନିଜ ଡିପ୍ରେସନ କଥା କହି ଚର୍ଚ୍ଚାରେ ଆସିଥିଲେ । ଆଉ ଏବେ ପୁଣିଥରେ ସୋସିଆଲ ମିଡିଆରେ ଡିପ୍ରେସନ ବିଷୟରେ ଆଲୋଚନା କରି ଚର୍ଚ୍ଚାର ପରିସରକୁ ଚାଲିଆସିଛନ୍ତି ।