thumbnail

ବୟଫ୍ରେଣ୍ଡ ରୋହନଙ୍କ ସହ ଡିନର ଡେଟ୍ ରେ ଗଲେ ଶ୍ରଦ୍ଧା, ଦେଖନ୍ତୁ ଭିଡିଓ...

By

Published : Mar 10, 2021, 4:17 PM IST

ମୁମ୍ବାଇ: ମଙ୍ଗଳବାର ରାତିରେ ଅଭିନେତ୍ରୀ ଶ୍ରଦ୍ଧା କପୁର ବୟଫ୍ରେଣ୍ତ ରୋହନ ଶ୍ରେଷ୍ଠାଙ୍କ ଡିନର ଡେଟ୍ ରେ ଯାଇଥିଲେ । ଶ୍ରଦ୍ଧା ଏବଂ ରୋହନଙ୍କୁ ମୁମ୍ବାଇର ଏକ ରେସ୍ତାେରାଁରୁ ବାହାରୁଥିବା ଦେଖିବାକୁ ମିଳିଥିଲା । ଗତ ସପ୍ତାହରେ ଶ୍ରଦ୍ଧା ରୋହନଙ୍କ ବର୍ଥଡେ ପାର୍ଟିରେ ମଧ୍ୟ ନଜର ଆସିଥିଲେ । ଦେଖନ୍ତୁ ଭିଡିଓ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.