thumbnail

ଆହିଲଙ୍କ ସହ ସଲମାନଙ୍କ ମସ୍ତୀ

By

Published : Mar 27, 2019, 7:16 PM IST

ସୋସିଆଲ ମିଡିଆରେ ଭାଇରାଲ ହେଉଛି ସଲମାନ ଓ ଆହିଲଙ୍କ ଫଟୋ। ସଲମାନ ଖାନଙ୍କ ଭଉଣୀ ଅର୍ପିତା ସୋସିଆଲ ମିଡିଆରେ ଗୋଟିଏ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଓ ସଲମାନ ପୁଅ ଆହିଲଙ୍କୁ ଗେହ୍ଲା କରୁଥିବାର ନଜର ଆସିଛନ୍ତି।  ଫଟୋ ପୋଷ୍ଟ କରି ଅର୍ପିତା ଲେଖିଛନ୍ତି, ମୋ ଜୀବନ ଗୋଟିଏ ଫ୍ରେମରେ,ମୋ ଭାଇ ଓ ମୋ ପୁଅ। ଏହି ଆଶୀର୍ବାଦ ପାଇଁ ଭଗବାନଙ୍କୁ ଧନ୍ୟବାଦ।

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.