thumbnail

ରୋହନଙ୍କ ବର୍ଥଡେ ପାର୍ଟିରେ ନଜର ଆସିଲେ ଗାର୍ଲଫ୍ରେଣ୍ତ ଶ୍ରଦ୍ଧା, ଦେଖନ୍ତୁ ଭିଡିଓ...

By

Published : Mar 7, 2021, 4:38 PM IST

ମୁମ୍ବାଇ: ମୁମ୍ବାଇରେ ରୋହନ ଶ୍ରେଷ୍ଠାଙ୍କ ବର୍ଥଡେ ପାର୍ଟିରେ ନଜର ଆସିଲେ ଗଲଫ୍ରେଣ୍ଡ ଶ୍ରଦ୍ଧା କପୁର । ସେହିପରି ଗଲି ବଏ ଅଭିନେତା ରଣଭୀର ସିଂଙ୍କୁ ମଧ୍ୟ ବର୍ଥଡେ ପାର୍ଟିରେ ଦେଖିବାକୁ ମିଳିଥିଲା । ଏହି ସମୟରେ ନିର୍ମାତା ତଥା ନିର୍ଦ୍ଦେଶକ ଦିବ୍ୟା ଖୋସଲା କୁମାର ମୁମ୍ବାଇର ରାହେଜା କ୍ଲାସିକ୍ କ୍ଲବ ବାହାରେ ନଜର ଆସିଥିଲେ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.