ବାତିଲା ହେଲା ପିଲାଙ୍କ ପରୀକ୍ଷା, ଚିନ୍ତା ମୁକ୍ତ ପାଇଁ ଆସିଲା ଗୀତ - ବାତିଲା ହେଲା ପିଲାଙ୍କ ପରୀକ୍ଷା

🎬 Watch Now: Feature Video

thumbnail

By

Published : Apr 22, 2021, 7:28 PM IST

କଟକ: କୋରୋନା ସଂକ୍ରମଣକୁ ଆଖି ଆଗରେ ରଖି ବନ୍ଦ ହେଲା ପିଲାଙ୍କ ପରୀକ୍ଷା । ତେବେ ଭବିଷ୍ୟତକୁ ନେଇ ବର୍ତ୍ତମାନ ଚିନ୍ତାରେ ଛାତ୍ରଛାତ୍ରୀ । ତେବେ ତାଙ୍କର ଏହି ଦୁଃଖ ସମୟକୁ ଲାଘବ କରିବା ପାଇଁ ବଜାରକୁ ଆସୁଛି ଏକ ନୂଆ ଗୀତ । ଯାହା କେବଳ ପିଲାମାନଙ୍କ ପାଇଁ ଉଦ୍ଧିଷ୍ଟ । ଗୀତିକାର ବିଭୁତି ସ୍ୱାଇଁଙ୍କ ଲିଖିତ "ଜୀବନ ଟା ଗୋଟେ ସେଓ ଯାହା ହେଉଛି ହେଉ" ଗୀତ । ଏହାକୁ ଗାଇଛନ୍ତି ଖୋଦ 10ମ ଶ୍ରେଣୀରେ ପଡୁଥିବା କଟକ ଝିଅ ଚେଲେସି ବେହୁରା । ତେବେ ଏହି ଗୀତରେ କିପରି ପିଲାମାନେ ମନକୁ ଶାନ୍ତ କରିବେ ସେଥିପାଇଁ କିଛି କୌତୁହଳ ଶବ୍ଦ ମଧ୍ୟ ବ୍ୟବହାର ହୋଇଛି ।  କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.