thumbnail

ମଲାଇକାଙ୍କ BFF କପୁର ସିଷ୍ଟର, କହିଲେ ଫ୍ରେଣ୍ଡପିସ ସିକ୍ରେଟ

By

Published : May 22, 2021, 10:27 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା କରିସ୍ମା କପୁର ଏବଂ କରୀନା କପୁର ଖାନ ଏବଂ ତାଙ୍କ ଭଉଣୀ ଅମୃତାଙ୍କ ସହ ସେ କେତେ ଘନିଷ୍ଠ ତାହା ଉପରେ ଖୋଲା ଖୋଲି ଭାବରେ କହିଛନ୍ତି । କପୁର ଭଉଣୀମାନଙ୍କ ସହ ତାଙ୍କର ବନ୍ଧୁତା ବିଷୟରେ କଥାବାର୍ତ୍ତା କରି ମଲାଇକା କହିଛନ୍ତି ଯେ ସେ ଦୁଇ ଭଉଣୀଙ୍କ ସହ ଆମେ ଦୁହେଁ ଭଉଣୀଙ୍କ ବହୁତ ସମାନତା ଅଛି । ଆମେ ଚାରିଜଣ ଖାଇବାକୁ ବହୁତ ପସନ୍ଦ କରୁ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.