ଦୀର୍ଘଦିନ ପରେ ମୁମ୍ବାଇରେ ନଜର ଆସିଲେ କାର୍ତ୍ତିକ, ଜନ୍ ଓ ଭୂମି

By

Published : Aug 10, 2021, 2:26 PM IST

thumbnail
ମୁମ୍ବାଇ: ଦୀର୍ଘଦିନ ପରେ ନଜର ଆସିଲେ ଜନ୍ ଆବ୍ରାହମ, ଭୂମି ପେଡନେକର ଏବଂ କାର୍ତ୍ତିକ ଆରିୟାନ୍ । ମୁମ୍ବାଇର ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ୩ କଳାକାରଙ୍କୁ । ଜନ୍ ଆବ୍ରାହାମ୍ ବାନ୍ଦ୍ରା ସ୍ଥିତ ଏକ ଜିମ୍ ସେଣ୍ଟରରୁ ଫେରୁଥିବା ସମୟରେ ନଜର୍ ଆସି ଥିବାବେଳେ କାର୍ତ୍ତିକଙ୍କୁ ଜୁହୁରେ ଦେଖିବାକୁ ମିଳିଛି । ଆଗାମୀ ଦିନରେ କାର୍ତ୍ତିଙ୍କ 'ଧମାକା' ଏବଂ 'ଭୁଲ୍ ଭୁଲେୟା' ସିନେମା ଆସୁଛି । ସେହିପରି ଭୂମି ବ୍ଲାକ୍ ଡେନିମ୍ ଏବଂ ହ୍ବାଇଟ୍ କ୍ରପ୍ ଟପରେ ଜୁହୁରେ ନଜର ଆସିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.