ଚର୍ଚ୍ଚିତ ଖଳନାୟକ ଭିକୁ ସେଠଙ୍କ ବିୟୋଗରେ ଯାତ୍ରା ଜଗରେ ଶୋକରଛାୟା - ପରଲୋକରେ ଭିକୁ ସେଠ୍
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8781132-thumbnail-3x2-mahendradas.jpg)
ଆରପାରିରେ ଯାତ୍ରା ଖଳନାୟକ ମହେନ୍ଦ୍ର ଦାସ ଓରଫ ଭିକୁ ସେଠ୍ । ତାଙ୍କ ବିୟୋଗରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଥିବା ବେଳେ ଶୁଣନ୍ତୁ କଣ କହୁଛନ୍ତି କଳାକାର ବାପି ପଣ୍ଡା ଓ ବାପି ଜୋହରୀ...