thumbnail

‘ମିଷ୍ଟର ପ୍ୟାସନେଟ, ନଟ ମିଷ୍ଟର ପରଫେକ୍ସନିଷ୍ଟ’

By

Published : Mar 14, 2021, 5:44 PM IST

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଉପାଧି ପାଇଥିବା ଆମୀର ଖାନ ନିଜ ଦମଦାର ଅଭିନୟ, ଡାଏଲଗ ଓ ଶାନଦାର କମେଡି ପାଇଁ ସବୁବେଳେ ପରଦାରେ ଚହଳ ସୃଷ୍ଟି କରନ୍ତି । ଆଜି ସେ ନିଜର 56 ତମ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି । ଆଉ ଏବେ ନିଜ ଫିଟନେସ ଦ୍ବାରା ସମସ୍ତଙ୍କୁ କରୁଛନ୍ତି ଚକିତ । ତାଙ୍କୁ ଦେଖି ସମସ୍ତେ କୁହନ୍ତି ବାଃ ବାଃ । ତେବେ ଜନ୍ମଦିନରେ ନଜର ପକାନ୍ତୁ ତାଙ୍କର କିଛି ଖାସ୍ କଥା ଉପରେ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.