thumbnail

ଦେଖନ୍ତୁ ସୈଫିନାଙ୍କ ଦ୍ବିତୀୟ ସନ୍ତାନ Jeh Ali Khanଙ୍କ ପ୍ରଥମ ଝଲକ

By

Published : Aug 14, 2021, 3:45 PM IST

ମୁମ୍ବାଇ: ବହୁ ଦିନ ପରେ ଫ୍ୟାନ୍ସଙ୍କୁ ଦେଖିବାକୁ ମିଳିଛି ସୈଫିନାଙ୍କ ଦ୍ବିତୀୟ ସନ୍ତାନ ଜେହ୍‌ ଅଲ୍ଲୀ ଖାନଙ୍କ ପ୍ରଥମ ଝଲକ । ୫ ମାସର ଜେହ୍‌ ପରିବାର ସହିତ ବାହାରକୁ ବାହାରିଥିବାବେଳେ କ୍ୟାମେରାର କଏଦ ହୋଇଛି ତାଙ୍କ ଫାଷ୍ଟ ଲୁକ । ଏହି ସମୟରେ ଜେହ୍‌ଙ୍କ ସହିତ ଗ୍ଲାମରସ ମାଆ କରୀନା କପୁର ରହିଥିଲେ । ସୈଫ ଅଲ୍ଲୀ ଖାନ ଓ କରୀସ୍ମା କପୁର ମଧ୍ୟ ଜେହଙ୍କ ସହିତ ନଜର ଆସିଛନ୍ତି । କରୀନାଙ୍କ ପ୍ରଥମ ସନ୍ତାନ ତୈମୁର ଲାଇମଲାଇଟରେ ଥିବା ବେଳେ ଦ୍ବିତୀୟ ସନ୍ତାନଙ୍କୁ କ୍ୟାମେରାଠାରୁ ଦୂରରେ ରଖିଥିଲେ ଏହି କପଲ । କିନ୍ତୁ ବହୁ ଦିନ ପରେ ସେ କ୍ୟାମେରାରେ ହୋଇଛନ୍ତି କଏଦ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.