thumbnail

'ରୁହି'ର ସ୍ପୋଶାଲ ସ୍କ୍ରିନିଂରେ ବି-ଟାଉନ ସେଲିବ୍ରିଟି, ଦେଖନ୍ତୁ ଭିଡିଓ...

By

Published : Mar 11, 2021, 4:17 PM IST

ମୁମ୍ବାଇ: ମଙ୍ଗଳବାର ଅଭିନେତ୍ରୀ ଜାହ୍ନବୀ କପୁର, ରାଜକୁମାର ରାଓ ଏବଂ ବରୁଣ ଶର୍ମାଙ୍କ ଆଗାମୀ ଚଳଚ୍ଚିତ୍ର 'ରୁହି'ର ଏକ ସ୍ପୋଶାଲ ସ୍କ୍ରିନିଂର ଆୟୋଜନ କରାଯାଇଥିଲା । ଏହି ସ୍କ୍ରିନିଂରେ ଅନେକ ବଲିଉଡ ତାରକା ଯୋଗ ଦେଇଥିଲେ । ବୋନି କପୁର, ଫାତିମା ସନା ଶେଖ, ଆନନ୍ଦ ଏଲ୍ ରୟ, ଅଲି ଫଜଲ, ମଞ୍ଜୋତ୍ ସିଂ, ରମେଶ, ସନ୍ନି କୌଶଲ, ନୁସରତ ଭରୁଚା, ଜାଭେଦ ଅଖତର, ସତୀଶ, ମୁକେଶ ଛାବ୍ରା, ଦୀନେଶ ଭାଇ ଏବଂ ଅନ୍ୟାନ୍ୟ ସେଲିବ୍ରିଟି ଏହି ସ୍କ୍ରିନିଂରେ ଅଂଶଗ୍ରହଣ କରିଥିଲେ । ଫିଲ୍ମର ଅଭିନେତା ରାଜକୁମାର ରାଓ ଏବଂ ବରୁଣ ଶର୍ମା ମଧ୍ୟ ଏକ ଷ୍ଟାଇଲିସ୍ ଲୁକରେ ପହଞ୍ଚିଥିଲେ । ଏହି ସ୍କ୍ରିନିଂରେ ଜାହ୍ନବୀ କପୁର ଉପସ୍ଥିତ ନଥିଲେ । ଦେଖନ୍ତୁ ଭିଡିଓ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.