thumbnail

ଇଟିଭି ଭାରତ ସହ ବମଭୋଲେ ଗାୟକ ଦେବାଂଶଙ୍କ ସ୍ବତନ୍ତ୍ର ସାକ୍ଷାତକାର

By

Published : Nov 15, 2020, 10:57 PM IST

ଅକ୍ଷୟ କୁମାରଙ୍କ ଫିଲ୍ମ ଲକ୍ଷ୍ମୀରେ ବମ ଭୋଲେ ଗାଇ ଚର୍ଚ୍ଚାରେ ଗାୟକ ଦେବାଂଶ ଶର୍ମା 'ଭାଇରସ' । ଦେବାଂଶ 2020 ରେ ବଲିଉଡରେ ଡେବ୍ୟୁ କରିଛନ୍ତି । ତେବେ 'ବମ୍ ଭୋଲେ' ଗୀତ 2017 ରେ ଅଡିଓ ଏବଂ ଲିରିକଲ ଭିଡିଓ ସହିତ ମୁକ୍ତିଲାଭ କରିଥିଲା ​​। ଯାହା ବଲିଉଡକୁ ଆସିବା ପୂର୍ବରୁ 350 ମିଲିୟନରୁ ଅଧିକ ଭ୍ୟୁ ପାଇଥିଲା, ଯାହା ପରେ ଏହି ଗୀତ ବଲିଉଡକୁ ଆସିଥିଲା ​​। ଏଭଳି ପରିସ୍ଥିତିରେ ଗୀତର ସଫଳତା ନେଇ ଦେବାଂଶଙ୍କ ସହ ଇଟିଭି ଭାରତର ଏକ ସ୍ବତନ୍ତ୍ର ସାକ୍ଷାତକାର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.