କରନଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପତ୍ନୀ ନିଶା - ଘରୋଇ ହିଂସାକୁ ନେଇ ଗିରଫ ହୋଇଥିଲେ କରନ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-12010261-323-12010261-1622782534618.jpg)
ମୁମ୍ବାଇ: ନିକଟରେ ଘରୋଇ ହିଂସାକୁ ନେଇ ଗିରଫ ହୋଇଥିଲେ ‘ୟେ ରିସ୍ତା କୟା କେହଲତା ହେ’ ଫେମ କରନ ମେହେରା । ଗିରଫର କିଛି ଘଣ୍ଟା ମଧ୍ୟରେ ତାଙ୍କୁ ଜାମିନ ମିଳିଥିଲା । ତାଙ୍କ ବିରୋଧରେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ନିଶା ରାୱଲଙ୍କ ଅଭିଯୋଗ ଆଣିଥିଲେ ଯେ ସେ ବିବାହ ପରେ ଅନ୍ୟ ମହିଳାଙ୍କ ସହ ସମ୍ପର୍କରେ ରହିବା ସହ ତାଙ୍କ ସବୁ ଅଳଙ୍କାର ନେଇ ତାଙ୍କୁ ମାରପିଟ୍ ମଧ୍ୟ କରୁଛନ୍ତି । ବର୍ତ୍ତମାନ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ବଡ ପ୍ରସଙ୍ଗ ସାଜିଛି ପତି-ପତ୍ନୀଙ୍କ ଏହି ବିବାଦ ।