ମୁମ୍ବାଇବାସୀଙ୍କୁ ସହଯୋଗର ହାତ ବଢାଇଲେ ବିବେକ-ମିକା - ଗାୟକ ମିକା ସିଂଙ୍କ ସହାୟତା
🎬 Watch Now: Feature Video
ମୁମ୍ବାଇ: କୋରୋନା ସମସ୍ୟା ମଧ୍ୟରେ ଅନେକ ବଲିଉଡ ସେଲିବ୍ରିଟି ଦେଶବାସୀଙ୍କ ସେବା କରୁଥିବାର ନଜର ଆସୁଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ଅଭିନେତା ବିବେକ ଓବରୟ ଓ ଲୋକପ୍ରିୟ ଗାୟକ ମିକା ସିଂ ମଧ୍ୟ । ନିକଟରେ ଅଭିନେତା ମାଗଣା ରାସନ ପ୍ୟାକେଟ ବାଣ୍ଟିଥିବା ବେଳେ ଗାୟକ ମିକା ସାଇକେଲରେ ବୁଲିବୁଲି ଅଭାବୀ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।