thumbnail

By

Published : Apr 2, 2022, 5:32 PM IST

Updated : Feb 3, 2023, 8:21 PM IST

ETV Bharat / Videos

Good Video: ପାରମ୍ପରିକ ବେଶଭୂଷାରେ ୧୫୧ ମହିଳାଙ୍କ ବୁଲେଟ୍ ପରେଡ

ମୁମ୍ବାଇ: ମହାରାଷ୍ଟ୍ରର ଗୋରେଗାଓଁରେ ଏକାସଙ୍ଗେ ବୁଲେଟ୍ ପରେଡ କଲେ ୧୫୧ ମହିଳା । ଦୁଇ ବର୍ଷ ପରେ କୋଭିଡ କଟକଣା ହଟିବା ପରେ ପ୍ରଥମ କରି ଏତେ ସଂଖ୍ୟକ ମହିଳାଙ୍କୁ ନେଇ ଏକ ପରେଡ ସଭା କରାଯାଇଛି । ହିନ୍ଦୁ ନବବର୍ଷ ଉପଲକ୍ଷେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଏହି ଶୋଭାଯାତ୍ରା କରାଯାଇଥିବା ଦେଖିବାକୁ ମିଳିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.