Panchayat Polls: ଭୋଟ୍ ଦେଉଛି କୁକୁଡାଖଣ୍ଡି, କେମିତି ଚାଲିଛି ଭୋଟିଂ ଦେଖନ୍ତୁ - ଗଞ୍ଜାମରେ ପ୍ରଥମ ପର୍ଯ୍ୟାୟ ମତଦାନ
🎬 Watch Now: Feature Video
ବ୍ରହ୍ମପୁର: ଆଜି ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏଁ ମତସାବ୍ୟସ୍ତ କରିବେ ମତଦାତା । ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ପାଇଁ ମତଦାନ କରୁଛନ୍ତି ଭୋଟର । ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଳକର ଲାଞ୍ଜିଆ ପଞ୍ଚାୟତରେ ମତଦାନ କରୁଛନ୍ତି ଭୋଟର । କେମିତି ଚାଲିଛି ସେଠାରେ ଭୋଟିଂ ଅଧିକ ସୂଚନା ଦେଇଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।
Last Updated : Feb 3, 2023, 8:16 PM IST