thumbnail

ଉଚ୍ଚ ଶିକ୍ଷିତା ବେଶରେ ଆସି ସୁନାହାର ଚୋରି କଲେ ମହିଳା

By

Published : Nov 26, 2022, 10:11 AM IST

Updated : Feb 3, 2023, 8:33 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ହାଇପ୍ରୋଫାଇଲ ମହିଳା ଗହଣା ଚୋର । ଉଚ୍ଚ ଶିକ୍ଷିତା ବେଶରେ ଗୋରଖପୁର ଜତେପୁର ଚୌକରେ ଥିବା ଏକ ଗହଣା ଦେକାନକୁ ଆସି ସୁନା ହାର ଚୋରି କରିଲେ ମହିଳା । 20 ସେକେଣ୍ଡରେ 10 ଲକ୍ଷ ଟଙ୍କାର ହାର ଚୋରି କରିଲେ । ଘଟଣାର ପୁରା ଦୃଶ୍ୟ ସିସିଟିଭିରେ କୟଦ ହୋଇଛି(Woman Thief Caught on Camera in Gorakhpur)। ଦେଖନ୍ତୁ ଚୋରି ସମୟର ପୁରା ଦୃଶ୍ୟ
Last Updated : Feb 3, 2023, 8:33 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.