'ମେରେ ହଜବେଣ୍ଡ ମୁଝକୋ ପ୍ୟାର ନେହି କରତେ' ଗୀତରେ ନାଚିଲେ ମହିଳା , ଭିଡିଓ ଭାଇରାଲ - ଭିଡିଓ ଭାଇରାଲ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-17073442-thumbnail-3x2-22.jpg)
ଲକ୍ଷ୍ନୌ: ଆପଣ ତ ଜାଣିଥିବେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଛୋଟମୋଟ ଝଗଡା ଲାଗି ରହିଥାଏ । କିନ୍ତୁ ଯଦି ପରିବାରର ସମସ୍ତେ କୌଣସି ବିବାହ ଉତ୍ସବରେ ପାଇଁ ଏକାଠି ହୋଇଥାଆନ୍ତି ତାହାଲେ ସ୍ତ୍ରୀ ମଧ୍ୟ ସ୍ବାମୀକୁ କଟାକ୍ଷ କରିବାକୁ ପଛେଇ ନଥାଏ । ତେବେ ଏହି କଥା ଆମେ କହୁନୁ ବରଂ ଜଣେ ମହିଳା କହୁଛନ୍ତି । ମହିଳା ଜଣକ 'ମେରେ ହଜବେଣ୍ଡ ମୁଝକୋ ପ୍ୟାର ନେହି କରତେ' ଗୀତରେ ନାଚି ନାଚି ଏହି କଥା କହିଛନ୍ତି । ଯାହାକୁ ନେଇ ଏହି ମଜାଦାର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:34 PM IST