ଲଗାଣ ବର୍ଷାରେ ଉବୁଟୁବୁ ଶ୍ରୀକ୍ଷେତ୍ର

By

Published : Aug 6, 2022, 4:19 PM IST

Updated : Feb 3, 2023, 8:25 PM IST

thumbnail
ପୁରୀ: ଲଘୁଚାପ ଯୋଗୁଁ ପୁରୀ ସହରରେ ମୂଷଳଧାରାରେ ବର୍ଷା ଜାରି ରହିଛି । ଏହି ବର୍ଷା ଯାେଗୁଁ ଜୀବନ ଯାତ୍ରା ସମ୍ପୂର୍ଣ୍ଣ ଠପ୍ ହାେଇଯାଇଛି । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଛି । ପୁରୀର ତଳିଆ ଅଞ୍ଚଳ, ବଳିଆ ପଣ୍ଡା ବସ୍ତି, ସୁଜାତା ନଗର, ପେଣ୍ଠକଟା, ବାସେଳୀ ସାହିର ନୀଳଚକ୍ର ଲେନ ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇଯାଇଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଇଟିଭି ଭାରତ, ପୁରୀ
Last Updated : Feb 3, 2023, 8:25 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.