ମହମାୟୀଙ୍କ ବିଜୟା ଦଶମୀ, ବରମୁଣ୍ଡା ପୂଜା ମଣ୍ଡପରେ ଲାଗିଛି ଭକ୍ତଙ୍କ ଭିଡ - ବରମୁଣ୍ଡା ପୂଜା ମଣ୍ଡପରେ ଲାଗିଛି ଭକ୍ତଙ୍କ ଭିଡ

🎬 Watch Now: Feature Video

thumbnail

By

Published : Oct 5, 2022, 4:24 PM IST

Updated : Feb 3, 2023, 8:28 PM IST

ଭୁବନେଶ୍ବର: ଆଜି ମହମାୟୀଙ୍କ ବିଜୟା ଦଶମୀ । ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ଲୋକଙ୍କର ଭିଡ ଦେଖିବାକୁ ମିଳିଛି । ବରମୁଣ୍ଡା ପୂଜା ମଣ୍ଡପରେ ମା'ଙ୍କର ଦଶମୀ ପୂଜା ଆରମ୍ଭ ହୋଇଥିବା ବେଳେ ଲୋକମାନଙ୍କର ଭିଡ ପରିଲକ୍ଷିତ ହୋଇଛି । କମିଶନରୋଟ ପୋଲିସ ତରଫରୁ ଏହି ମଣ୍ଡପକୁ ରାବଣ ପୋଡି ପାଇଁ ଅନୁମତି ମିଳିଥିବାରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।ନେଇ ବରମୁଣ୍ଡା ପୂଜା ମଣ୍ଡପରୁ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି ଦେବସ୍ମିତା ରାଉତ ।
Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.