thumbnail

International Men's Day: ନିଶର ବାଲୁକା କଳା କରି ଶୁଭେଚ୍ଛା ଦେଲେ ସୁଦର୍ଶନ

By

Published : Nov 19, 2022, 10:22 AM IST

Updated : Feb 3, 2023, 8:33 PM IST

ପୁରୀ: ଆଜି ହେଉଛି ଅନ୍ତର୍ଜାତୀୟ ପୁରୁଷ ଦିବସ(International Men's Day) । ଏହି ଦିନଟିକୁ ପୁରୁଷର ସମାଜ, ଦେଶ ଓ ଜାତି ପ୍ରତି ଅବଦାନ ସହ ପରିବାର ଓ ଜୀବନ ପାଇଁ ଥିବା ଅବଦାନକୁ ପ୍ରଶଂସା କରିବା ଉଦ୍ଦେଶ୍ୟରେ ସାରା ବିଶ୍ୱରେ ପାଳନ କରାଯାଇଥାଏ । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ୨୦ ଫୁଟ ଲମ୍ବ ନିଶର ବାଲୁକା ଚିତ୍ରକଳା ପ୍ରସ୍ତୁତ କରିଛନ୍ତି । ମାଟି ଚା' କପ ବ୍ୟବହାର କରି ସେ ଏହି ଆକର୍ଷଣୀୟ ବାଲୁକା କଳାଟିକୁ ତିଆରି କରିଛନ୍ତି ।
Last Updated : Feb 3, 2023, 8:33 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.