Hockey World Cup 2023: ଭାରତ-ଇଂଲଣ୍ଡ ଟକ୍କର, କଣ ରହିବ ରଣନୀତି କହିଲେ କ୍ରୀଡା ସମୀକ୍ଷକ - ହକି ବିଶ୍ବକପ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-17486650-thumbnail-3x2-hockey.jpg)
ରାଉରକେଲା: ପ୍ରଥମ ମ୍ୟାଚ୍ରେ ସ୍ପେନ୍ ବିପକ୍ଷରେ ଭାରତର ଧମାକାଦାର ବିଜୟ ପରେ ରବିବାର ଇଂଲଣ୍ଡକୁ ଭେଟିବ ଭାରତୀୟ ହକି ଦଳ । ସେପଟେ ଇଂଲଣ୍ଡ ମଧ୍ୟ ୱେଲ୍ସ ବିପକ୍ଷରେ ଦମଦାର ବିଜୟ ସହ ବିଶ୍ବକପ ଅଭିଯାନ ଆରମ୍ଭ କରିଛି । ତେବେ ଉଭୟ ଦଳ ମଧ୍ୟରେ ରବିବାର କଡ଼ା ମୁକାବିଲା ଦେଖିବାକୁ ମିଳିବ । ତେବେ ଇଂଲଣ୍ଡକୁ ହରାଇବାକୁ ହେଲେ ଭାରତୀୟ ଦଳର ରଣନୀତି କଣ ରହିବା ଆବଶ୍ୟକ, ସେନେଇ କ୍ରୀଡା ସମୀକ୍ଷକ ସୁଶାନ୍ତ ବେହେରାଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସ୍ମୃତିରଞ୍ଜନ ବେହେରା ।
Last Updated : Feb 3, 2023, 8:38 PM IST