thumbnail

By

Published : Dec 2, 2022, 10:25 PM IST

Updated : Feb 3, 2023, 8:34 PM IST

ETV Bharat / Videos

କୋଣାର୍କ ମହୋତ୍ସବ ଦ୍ୱିତୀୟ ସଂଧ୍ୟା, ଓଡ଼ିଶୀ ଓ ମଣିପୁରୀ ନୃତ୍ୟ ତାଳେ ତାଳେ ଝୁମିଲେ ଦର୍ଶକ

ପୁରୀ: କୋଣାର୍କ ମହୋତ୍ସବର ଦ୍ବିତୀୟ ସଂଧ୍ୟା । କୋଣାର୍କ ମୁକ୍ତାକାଶ ରଙ୍ଗ ମଞ୍ଚରେ ଦ୍ବିତୀୟ ଦିବସ ସଂଧ୍ୟାରେ ପରିବେଶିତ ହୋଇଥିଲା ମଣିପୁରୀ ଓ ଓଡ଼ିଶୀ ନୃତ୍ୟ। ଇମ୍ଫାଲ ଜବାହର ଲାଲ ନେହୁରୁ ଏକାଡେମୀର ଉପେନ୍ଦ୍ର ଶର୍ମା ଓ ତାଙ୍କ ଗ୍ରୁପ୍ ମଣିପୁରୀ ନୃତ୍ୟ ପରିବେଷଣ କରିଥିଲେ । ଯାହାକି ଦର୍ଶକଙ୍କୁ ବେଶ୍ ବାନ୍ଧି ରଖିଥିଲା। ସେହିପରି ଦ୍ବିତୀୟ ସନ୍ଧ୍ୟାରେ ଆକର୍ଷଣ ଥିଲା ଓଡ଼ିଶୀ ନୃତ୍ୟ । ଗୁଞ୍ଜନ ନୃତ୍ୟ ଏକାଡେମୀ ପକ୍ଷରୁ ପରିବେଷିତ ହୋଇଥିଲା ଓଡ଼ିଶୀ ନୃତ୍ୟ। କଟକରୁ ଆସିଥିବା ପ୍ରସିଦ୍ଧ ନୃତ୍ୟ ଶିଳ୍ପୀ ମୀରା ଦାସ ଓ ତାଙ୍କ ଗ୍ରୁପ୍ ଓଡ଼ିଶୀ ପରିବେଷଣ କରିଥିଲେ । ଇଟିଭି ଭାରତ, ପୁରୀ
Last Updated : Feb 3, 2023, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.