World Toilet Day: ବାଲୁକା କଳାରେ ଶିଳ୍ପୀ ସୁଦର୍ଶନଙ୍କ ସଚେତନତା ବାର୍ତ୍ତା

By

Published : Nov 19, 2022, 7:35 AM IST

Updated : Feb 3, 2023, 8:33 PM IST

thumbnail
ଆଜି ବିଶ୍ବ ଶୌଚାଳୟ ଦିବସ । ପ୍ରତିବର୍ଷ ନଭେମ୍ବର ୧୯ ତାରିଖକୁ ବିଶ୍ବ ଶୌଚାଳୟ ଦିବସ ଭାବେ ପାଳନ କରାଯାଏ । ବିଶେଷ କରି ଖୋଲାରେ ଶୌଚ ନହୋଇ ପାଇଖାନା ବ୍ୟବହାର କରିବା ନେଇ ଲୋକଙ୍କ ମଧ୍ୟରେ ସଚେତନତା, ପରିଷ୍କାର ପରିଛନ୍ନତା ବାର୍ତ୍ତା ପ୍ରଦାନ କରିବା ପାଇଁ ବିଶ୍ବ ଶୌଚାଳୟ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଏହି ଅବସର ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭମିରେ ଏହି ଟଏଲେଟ୍ ପ୍ରସଙ୍ଗକୁ ନେଇ ଏକ ସୁନ୍ଦର ବାଲୁକା ଚିତ୍ରକଳା କରିଛନ୍ତି ।
Last Updated : Feb 3, 2023, 8:33 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.