thumbnail

By

Published : Aug 14, 2022, 8:09 PM IST

Updated : Feb 3, 2023, 8:26 PM IST

ETV Bharat / Videos

ବାଲୁକାକଳାରେ ଆଜାଦି କା ଅମୃତ୍ ମହୋତ୍ସବର ଶୁଭେଚ୍ଛା

ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ପାଳୁଛି ସାରା ଦେଶ । ଏହି ଥିମକୁ ନେଇ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ବାଲୁକା ଚିତ୍ରକଳା ମାଧ୍ୟମରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦେଶ କିପରି ଉନ୍ନତି ପଥରେ ଆଗେଇ ଚାଲିଛି ତାହା ଏହି ବାଲୁକାକଳା ମାଧ୍ୟମରେ ଦର୍ଶା ଯାଇଛି । ଏହି ବାଲୁକା କଳାର ଲମ୍ବ 6 ଫୁଟ ହୋଇଥିବାବେଳେ ଓସାର ୨୦ ଫୁଟ ରହିଛି । ଇଟିଭି ଭାରତ, ପୁରୀ
Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.