PM Modi Security Breaches in Karnataka: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି, ମାଳ ପିନ୍ଧାଇବାକୁ ମାଡିଆସିଲେ ଯୁବକ

By

Published : Jan 12, 2023, 5:18 PM IST

Updated : Feb 3, 2023, 8:38 PM IST

thumbnail

ହାଇଦ୍ରାବାଦ: କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି । କର୍ଣ୍ଣାଟକର ହୁବୁଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋଡ ସୋ କରୁଥିବା ବେଳେ ଜଣେ ଯୁବକ ସୁରକ୍ଷା ପ୍ରୋଟୋକଲ ଭେଦ କରି ହାତରେ ଫୁଲମାଳ ଧରି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଧାଇଁ ଆସିଥିଲେ । ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ବେଶ ନିକଟରେ ସୁରକ୍ଷାକର୍ମୀ ବାଧା ଦେବା ସହ ପୋଲିସ ଉଠାଇ ନେଇଥିଲା । ତମାମ ବ୍ୟବସ୍ଥା ପରେ ମଧ୍ୟ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କ ଏତେ ନିକଟତର ହୋଇପାରିବା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦେଖନ୍ତୁ ଭିଡିଓ

Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.