G20 Presidency: ପ୍ରଧାନମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ସର୍ବଦଳୀୟ ବୈଠକ ଆରମ୍ଭ, ଦେଖନ୍ତୁ ଭିଡିଓ - ଦିଲ୍ଲୀରେ ସର୍ବଦଳୀୟ ବୈଠକ
🎬 Watch Now: Feature Video
ହାଇଦ୍ରାବାଦ: ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଜି20 ସମ୍ମିଳନୀ ପାଇଁ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି (PM Modi chairs all party meeting)। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପ୍ରାୟ ସମସ୍ତ ରାଜନୈତିକ ଦଳର ମୁଖ୍ୟମାନେ ଅଂଶଗ୍ରହଣ କରିଛନ୍ତି । ଚଳିତବର୍ଷ ଭାରତ ଏହି ଶିଖର ସମ୍ମିଳନୀର ଅଧ୍ୟକ୍ଷତା ଭାର ଗ୍ରହଣ କରିଛି । ବିଭିନ୍ନ ସହରରେ ସମ୍ମିଳନୀର କାର୍ଯ୍ୟକ୍ରମ ଆୟୋଜିତ କରିବାକୁ ପ୍ରୟାସ କରୁଛନ୍ତି କେନ୍ଦ୍ର ସରକାର । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:34 PM IST