ୟୁପି ପିଇଟି ପରୀକ୍ଷା ପାଇଁ ଷ୍ଟେସନ ପାଲଟିଲା ଲୋକାରଣ୍ୟ, ଭିଡରେ ଫସିଲେ ଯାତ୍ରୀ ଦେଖନ୍ତୁ ଭିଡିଓ - ଉତ୍ତର ପ୍ରଦେଶ ପିଇଟି ପରୀକ୍ଷା

🎬 Watch Now: Feature Video

thumbnail

By

Published : Oct 16, 2022, 8:20 PM IST

Updated : Feb 3, 2023, 8:29 PM IST

ନିଶ୍ବାସ ମାରିବାକୁ ସ୍ଥାନ ନାହିଁ, ତଥାପି ଟ୍ରେନରେ ଚଢୁଛନ୍ତି ଛାତ୍ରଛାତ୍ରୀ । ଯିଏ ଏପରି ପାରିଲା ଟ୍ରେନରେ ଚଢିଗଲା ନହେଲେ ଚଳନ୍ତା ଟ୍ରେନର ଡୋରରେ ଓହଳିଲା (massive rush in up railway station)। ଉତ୍ତର ପ୍ରଦେଶରେ PET-2022 ପରୀକ୍ଷା ପରେ ରାଜ୍ୟର ବିଭିନ୍ନ ରେଳ ଷ୍ଟେସନରେ ଛାତ୍ରଛାତ୍ରୀଙ୍କ ଭୟଙ୍କର ଭିଡ ଦେଖିବାକୁ ମିଳିଛି । ଗୋରଖପୁର, ମୋରଦାବାଦ ସମେତ ଅନ୍ୟ କିଛି ଷ୍ଟେସନରେ ଛାତ୍ରଛାତ୍ରୀ ବିପଦଜ୍ଜନକ ଭାବେ ଟ୍ରେନରେ ଓହଳି ଯାତ୍ରା କରୁଥିବା ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀ ଏଥିପାଇଁ ସରକାର ଓ ପ୍ରଶାସନକୁ ଦାୟୀ କରିଛନ୍ତି । ଦୁଇ ଦିନ ଧରି ପରୀକ୍ଷା ଥିବା ବେଳେ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିବା ସେମାନେ ଅଭିଯୋଗ କରିଛନ୍ତି । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.