New Year ୨୦୨୩: ନବବର୍ଷର ଶୁଭେଚ୍ଛା ଜଣାଇଲେ ଅଭିନେତା ଆକାଶ

By

Published : Jan 1, 2023, 7:44 AM IST

Updated : Feb 3, 2023, 8:38 PM IST

thumbnail
ଯାଜପୁର:ଶେଷ ହୋଇଯାଇଛି ବର୍ଷ ୨୦୨୨ । ଉଇଁଛି ନବବର୍ଷ ୨୦୨୩ ସକାଳର ସୂର୍ଯ୍ୟ । ପୁଣି ଆରମ୍ଭ ହେଲା ଆଉ ଏକ ଅଧ୍ୟାୟ । ନୂଆ ବର୍ଷ ଅବସରରେ ଚାରିଆଡେ ଉତ୍ସବର ମାହୋଲ ଚାଲିଥିବା ବେଳେ ରାଜ୍ୟାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଲିଉଡ଼ ଅଭିନେତା ଆକାଶ ଦାସ ନାୟକ । ଇଟିଭି ଭାରତ, ଯାଜପୁର
Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.