VIRAL VIDEO: ମର୍ସିଡିଜ କାରକୁ ପଛରୁ ଠେଲିଲା ଅଟୋରିକ୍ସା, ଭିଡିଓ ଭାଇରାଲ - ରିକ୍ସାର ସହାୟତା ଲୋଡିଲା ମର୍ସିଡିଜ

🎬 Watch Now: Feature Video

thumbnail

By

Published : Dec 15, 2022, 10:49 PM IST

Updated : Feb 3, 2023, 8:36 PM IST

ମୁମ୍ବାଇ: ମହାରାଷ୍ଟ୍ର ପୁଣେ ଅଞ୍ଚଳରୁ ଏକ ଭିଡ଼ିଓ ଭାଇରାଲ ହେଉଛି । ଯେଉଁଠି ଏକ ମର୍ସିଡିଜ କାରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା ଅଚଳ ହୋଇପଡ଼ିଥିଲା । ତେବେ ଏକ ରିକ୍ସା ଦାମି ମର୍ସିଡିଜକୁ ସାହାରା ସାଜିଛି (Mercedes car take the help of a rickshaw) । ରିକ୍ସାରେ ବସିଥିବା ଏକ ବ୍ୟକ୍ତି ନିଜ ପାଦ ମର୍ସିଡିଜ କାର ଉପରେ ରଖିଥିବା ବେଳେ ରିକ୍ସା ସାହାଯ୍ୟରେ କାରଟି ଚାଲୁଛି । ରିକ୍ସା ପଛରେ ଯାଉଥିବା ଜଣେ ପଥିକ ଏହି ଦୃଶ୍ୟର ଭିଡ଼ିଓ ଉତ୍ତୋଳନ କରିଛନ୍ତି । ତେବେ ଏଠାରେ ମର୍ସିଡିଜର ଦାମ ଅଧିକା ହୋଇଥିଲେ ମଧ୍ୟ କମ ମୂଲ୍ୟର ରିକ୍ସା ଏଠାରେ ତାକୁ ବିପଦ ବେଳେ ସହାୟତା ଯୋଗାଇଛି । ୟୁଜର୍ସ ଏହାକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳିଛି ।
Last Updated : Feb 3, 2023, 8:36 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.