ଦୁର୍ଘଟଣାର ଛାତିଥରା ଭିଡିଓ, ଯୁବତୀଙ୍କ ଉପରେ ମାଡିଗଲା ଡମ୍ପର - ଯୁବତୀଙ୍କ ଉପରେ ମାଡିଗଲା ଡମ୍ପର
🎬 Watch Now: Feature Video
ରାୟପୁର: ଛତିଶଗଡ ରାଜଧାନୀରେ ଭୟଙ୍କର ସଡକ ଦୁର୍ଘଟଣା । ସ୍କୁଟି ଚଲାଉଥିବା ଯୁବତୀଙ୍କ ଉପରେ ମାଡିଗଲା ଡମ୍ପର । ସାମ୍ନାକୁ ଆସିଲା ଦୁର୍ଘଟଣା ସମୟର ଛାତିଥରା ଭିଡିଓ । ତେଲିବନ୍ଧା ପୋଲିସ ଷ୍ଟେସନ ଅଞ୍ଚଳର ଅଗ୍ରସେନ୍ ଧାମ ଛକରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଗତ ଦୁଇ ତଳେ ଏହି ଦୁର୍ଘଟଣା ଘଟିଥିବା ବେଳେ ରବିବାର ଦିନ ସାମ୍ନାକୁ ଆସିଛି ଏହି ଭିଡିଓ । ଦୁର୍ଘଟଣା ପରେ ଯୁବତୀ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
Last Updated : Feb 3, 2023, 8:33 PM IST