କଣିକୁଦ ଗାଁରେ ବଜ୍ରପାତ, ନଡ଼ିଆ ଗଛରେ ଲାଗିଲା ନିଆଁ - ନଡ଼ିଆ ଗଛରେ ଲାଗିଲା ନିଆଁ
🎬 Watch Now: Feature Video
ପୁରୀ: ବଜ୍ରପାତ ଯୋଗୁଁ ନଡ଼ିଆ ଗଛରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଳିଲା ନଡିଆ ଗଛ । ଏହି ଦୃଶ୍ୟ ଦେଖି ଗ୍ରାମରେ ଖେଳି ଯାଇଛି ଭୟର ବାତାବରଣ । ପୁରୀ ଜିଲ୍ଲା କଣାସର କଣିକୁଦ ଗାଁର ଗୁଣ୍ଠ ମଲ୍ଲିକଙ୍କ ନଡ଼ିଆ ଗଛରେ ଆଜି ବଜ୍ରପାତ ଯୋଗୁଁ ନଡ଼ିଆ ଗଛରେ ନିଆଁ ଲାଗି ଯାଇଥିଲା । ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରଲ ହେଉଥିବା ବେଳେ ବଜ୍ରପାତ କେତେ ମାରାତ୍ମକ ସେ ନେଇ ଚର୍ଚ୍ଚା ଲାଗି ରହିଛି ।
ଇଟିଭି ଭାରତ, ପୁରୀ
Last Updated : Feb 3, 2023, 8:28 PM IST