ବାଣ ଫୁଟାଇବା ବେଳେ ଅଘଟଣ ଘଟିଲେ କଣ କରିବେ ? ଶୁଣନ୍ତୁ ଡାକ୍ତରଙ୍କ ଟିପ୍ସ
🎬 Watch Now: Feature Video
କଟକ: ଆଜି ଆଲୋକର ପର୍ବ ଦୀପାବଳି (Diwali) । ଦୀପାବଳିରେ ବାଣ ଫୁଟାଇବାର ପରମ୍ପରା ରହିଛି । ଏଥିପାଇଁ ଏହି ଦିନରେ ସମସ୍ତେ ବାଣ ଫୁଟାଇ ଦୀପାବଳି ମନାଇଥାଆନ୍ତି । ଗତ ଦୁଇବର୍ଷ ହେଲା ବାଣ ଫୁଟା ଉପରେ କଟକଣା ଲାଗୁ କରାଯାଇଥିଲା । ତେବେ ଚଳିତ ବର୍ଷ ବିନା କଟକଣାରେ ଦୀପାବଳି ପାଳିବେ ରାଜ୍ୟବାସୀ । ତେବେ ଆପଣ ବାଣ ଫୁଟାଉଛନ୍ତି କି ? କେଉଁ ପ୍ରକାର ବାଣ ଫୁଟାଇବେ? ତେବେ ବାଣ ଫୁଟାଇବା ବେଳେ କେମିତି ସତର୍କତା ଅବଲମ୍ବନ କରିବେ ? ଯଦି ଅଘଟଣ ଘଟେ ଆପଣ କଣ କରିବେ ? ଏନେଇ ଡାକ୍ତର ଜୟନ୍ତ ପଣ୍ଡାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ
Last Updated : Feb 3, 2023, 8:29 PM IST