thumbnail

By

Published : Nov 1, 2022, 7:22 PM IST

Updated : Feb 3, 2023, 8:31 PM IST

ETV Bharat / Videos

Fertilizer Project Dispute: ବିଷାକ୍ତ କାରଖାନା ବିରୋଧରେ ତେଜିଲା ଆନ୍ଦୋଳନ, ପ୍ରକଳ୍ପ ସ୍ଥଳରେ ଧସେଇ ପଶିଲେ ଲୋକେ

ବ୍ରହ୍ମପୁର: ଗଞ୍ଜାମ କାଳିପଲ୍ଲୀ ଠାରେ ଟାଟାର ମେଗାପ୍ରକଳ୍ପ 'ଦୀପକ ଫର୍ଟିଲାଇଜର' (Deepak Fertilizer Project Dispute)କୁ ନେଇ ତେଜିଲା ଆନ୍ଦୋଳନ । ଗତକାଲି ପୋଲିସ ଗ୍ରାମବାସୀ ଧସ୍ତାଧସ୍ତି ହେବା ପରେ ଆଜି ପ୍ରକଳ୍ପ ସ୍ଥଳରେ ଧସେଇ ପଶିଛନ୍ତି ଗ୍ରାମବାସୀ । ଏହାପରେ ଛତ୍ରଭଙ୍ଗ ଦେଇଛନ୍ତି କମ୍ପାନୀ କର୍ମଚାରୀ । ସାର କାରଖାନା ହେଲେ ଧନଜୀବନ କ୍ଷତି ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିବା ସହ କାମ ବନ୍ଦ ପାଇଁ ଦାବି କରିଛନ୍ତି । ଫଳରେ ପ୍ରକଳ୍ପ ସ୍ଥଳରେ ଲାଗି ରହିଛି ଚାପା ଉତ୍ତେଜନା । ଇଟିଭି ଭାରତ, ବ୍ରହ୍ମପୁର
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.