thumbnail

By

Published : Aug 11, 2022, 10:32 AM IST

Updated : Feb 3, 2023, 8:26 PM IST

ETV Bharat / Videos

ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଜଗଦୀପ ଧନଖଡ

ନୂଆଦିଲ୍ଲୀ: ଆଜି ଭାରତର ୧୪ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ । ପୂର୍ବାହ୍ନ ସାଢେ ୧୨ଟା ସମୟରେ ରାଷ୍ଟ୍ରପତି ଭବନର ଦରବାର ହଲ୍‌ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏହାପୂର୍ବରୁ ଆଜି ସକାଳ ସାଢେ ୮ଟା ସମୟରେ ଧନଖଡ ରାଜଘାଟରେ ପହଞ୍ଚି ପୂଜ୍ୟ ବାପୁ ତଥା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଆଜି ନିଜର ଦିନ ଆରମ୍ଭ କରିଥିବା ସେ କହିଛନ୍ତି ।
Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.