ଏମିତିବି ଆସେ ମୃତ୍ୟୁ, ଖାଇବା ଟେବୁଲରେ ବସି ଟଳି ପଡିଲେ ବ୍ୟକ୍ତି

By ETV Bharat Odisha Team

Published : Dec 17, 2023, 1:38 PM IST

thumbnail

ଭୋପାଳ: ଏମିତିବି ଆସେ ମୃତ୍ୟୁ । ଖାଇବା ଟେବୁଲରେ ଖାଦ୍ୟକୁ ଅପେକ୍ଷା କରି ବସିଥିଲେ । ଖାଇବା ଆସିବା ପରେ ଟଳି ପଡିଲେ ବ୍ୟକ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମଧ୍ୟପ୍ରଦେଶର  ଇନ୍ଦୋରରେ ଏହି ଘଟଣା ଘଟିଛି ।  ବ୍ୟକ୍ତି ନିଜ ପରିବାର ସହିତ ଏକ ହୋଟେଲକୁ ଖାଇବାକୁ ଆସିଥିଲେ । ଏହାପରେକାଇବା ଅର୍ଡର ଦେଇ ଚେୟାରରେ ବସିଥିଲେ । ଖାଇବା ଟେବୁଲକୁ ଆସିବା ପରେ  ହଠାତ୍ ବ୍ୟକ୍ତି ଜଣଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ଏହାପରେ ସେ ସେହି ସ୍ଥାନରେ ହିଁ ଟଳିପଡିଥିଲେ ।  ପୁରା ଘଟଣା ହୋଟେଲର ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ମୃତକ ଜଣଙ୍କ ହେଉଛନ୍ତି କୈଲାଶ ପଟେଲ ଏବଂ ସେ ତାଙ୍କ ପରିବାର ସହିତ ହୋଟେଲକୁ ରାତ୍ରୀ ଭୋଜନ କରିବାକୁ ଆସିଥିଲେ ।  ତେବେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ । Indore Live Death Video Viral 

ଏହା ମଧ୍ୟ ପଢନ୍ତୁ-WATCH VIDEO: ଚଲାଉଥିଲେ ବାଇକ, ଆସିଲା ହାର୍ଟଆଟାକ୍‌

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.