ଭାରତ ପାଇଁ ଯୁଦ୍ଧ ଶେଷ ବିକଳ୍ପ, ତଥାପି ସାମର୍ଥ୍ୟ ବିନା ଶାନ୍ତି ସମ୍ଭବ ନୁହେଁ: ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀଙ୍କ ଯବାନଙ୍କୁ ଶୁଭେଚ୍ଛା
🎬 Watch Now: Feature Video
ଭାରତ କୌଣସି ଆହ୍ବାନପୂର୍ଣ୍ଣ ପରିସ୍ଥିତିରେ ଯୁଦ୍ଧକୁ ପ୍ରଥମ ବିକଳ୍ପ ଭାବରେ କେବେ ବିଚାର କରେ ନାହିଁ ବରଂ ସର୍ବଦା ଅନ୍ତିମ ବିକଳ୍ପ ଭାବେ ଦେଖିଥାଏ । ତଥାପି ସାମାର୍ଥ୍ୟ ବିନା ଶାନ୍ତି ପ୍ରତିଷ୍ଠା ସମ୍ଭବ ନୁହେଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି (Modi to celebrate Diwali in Kargil)। ଆଜି ଦୀପାବଳି ଅବସରରେ କାର୍ଗିଲରେ ସେନା କ୍ୟାମ୍ପରେ ଯବାନଙ୍କ ସହ ଉତ୍ସବ ପାଳନ ଅବସରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଶୁଣନ୍ତୁ ଯବାନଙ୍କୁ ସମ୍ବୋଧିତ କରିବା ଅବସରରେ କ’ଣ କହିଥିଲେ ପ୍ରଧାନମନ୍ତ୍ରୀ ।
Last Updated : Feb 3, 2023, 8:30 PM IST