Hockey World Cup Opening Ceremony: ଋତୁରାଜଙ୍କ ଗୀତରେ ଝୁମିଲେ ହକିପ୍ରେମୀ
🎬 Watch Now: Feature Video
କଟକ: ହକି ବିଶ୍ବକପ ଉଦଘାଟନୀ ସମାରୋହ ପାଇଁ ବାରବାଟୀରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ନାଚଗୀତରେ ଝୁମିଲେ ସହର ବାସୀ । ଏହି ସମାରୋହରେ ଚର୍ଚ୍ଚିତ କଣ୍ଠଶିଳ୍ପୀ ଋତୁରାଜ ମହାନ୍ତିଙ୍କ ଗୀତରେ ଝୁମିଲା କଟକ ବାରବାଟୀ ଷ୍ଟାଡିୟମ।
Last Updated : Feb 3, 2023, 8:38 PM IST