ହିନ୍ଦୁ ଝିଅଙ୍କୁ ମୁସଲମାନଙ୍କ ପରି ଅଳ୍ପ ବୟସରେ ବିବାହ କରିବାକୁ କହିଲେ AIUDF ସଭାପତି
🎬 Watch Now: Feature Video
ସାଧାରଣତଃ ଝିଅଙ୍କ ବିବାହ ବୟସ ସୀମା ୨୧ ବର୍ଷରୁ ଅଧିକ ରହିଥାଏ । ହେଲେ ମୁସଲିମ ସମ୍ପ୍ରଦାୟର ଲୋକେ ୧୮ରୁ ୨୦ ବର୍ଷ ବୟସ ମଧ୍ୟରେ ନିଜ ଝିଅର ବିବାହ କରାଇଥାନ୍ତି । ମୁସଲମାନଙ୍କ ପରି ହିନ୍ଦୁ ମାନେ ବି ନିଜ ଝିଅଙ୍କୁ ଏହି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବିବାହ କରାଇଦେବା ଉଚିତ । ଝିଅଙ୍କ ବିବାହ ବୟସକୁ ନେଇ ଏଭଳି ବୟାନ ଦେଇଛନ୍ତି AIUDF ସଭାପତି ବଦରୁଦ୍ଦିନ ଆଜମଲ (AIUDF President & MP, Badruddin Ajmal) । ହିନ୍ଦୁମାନେ ଏହି ପରମ୍ପରାକୁ ଅନୁସରଣ କରିବାକୁ ସେ କହିଛନ୍ତି ।
Last Updated : Feb 3, 2023, 8:34 PM IST