ପଦ୍ମପୁର ଉପ ନିର୍ବାଚନରେ ଚଢ଼ାଉ ରାଜନୀତି, ଆଚରଣ ବିଧି ଉଲଂଘନ ନୁହେଁ କି !

By

Published : Nov 29, 2022, 3:31 PM IST

Updated : Feb 3, 2023, 8:34 PM IST

thumbnail

କଟକ: ପଦ୍ମପୁର ଉପ ନିର୍ବାଚନରେ ଚଢ଼ାଉ ରାଜନୀତିକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଚଢ଼ାଉ ରାଜନୀତି ନିର୍ବାଚନ ଆଚରଣ ବିଧିକୁ ଉଲଂଘନ କରୁଛି କି ? ଏହା ଅଗଣତାନ୍ତ୍ରିକ କି, ନିର୍ବାଚନ କମିଶନଙ୍କ ଦାୟିତ୍ୱ କଣ ରହିବା ଉଚିତ ? ଏନେଇ ହାଇକୋର୍ଟ ବରିଷ୍ଠ ଆଇନଜୀବୀ ଦେବସ୍ନାନ ଦାସଙ୍କ ସହ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ... ଇଟିଭି ଭାରତ, କଟକ

Last Updated : Feb 3, 2023, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.