Pant's Car Accident: କେମିତି ରହିଥିଲା ଘଟଣାବଳୀ, ଉଦ୍ଧାରକାରୀଙ୍କ ମୁହଁରୁ ଶୁଣନ୍ତୁ

By

Published : Dec 31, 2022, 5:31 PM IST

Updated : Feb 3, 2023, 8:37 PM IST

thumbnail
ହାଇଦ୍ରାବାଦ: ଋଷଭ ପନ୍ତ କାର ଦୁର୍ଘଟଣା ଘଟଣା । ଏୟାର ଲିଫ୍ଟ ହୋଇ ପାରନ୍ତି ଋଷଭ । ପ୍ଲାଷ୍ଟିକ ସର୍ଜରୀ ପାଇଁ ଋଷଭଙ୍କୁ ଦିଲ୍ଲୀକୁ ଏୟାର ଲିଫ୍ଟ କରାଯାଇପାରେ ବୋଲି କହିଛନ୍ତି ଏକ ଡାକ୍ତରୀ ଟିମ । ଆଜି ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ (DDCA)ର ଏକ ଟିମ୍ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ପାଇଁ ଡେରାଡୁନ୍ ମ୍ୟାକ୍ସ ହସ୍ପିଟାଲକୁ ଯାଉଥିବା ବେଳେ ଗଣମାଧ୍ୟମକୁ ଏପରି ସୂଚନା ଦେଇଛନ୍ତି ଡିଡିସିଏର ନିର୍ଦ୍ଦେଶକ ଶ୍ୟାମ ଶର୍ମା । ତେବେ ପନ୍ତଙ୍କୁ କେଉଁମାନେ ପ୍ରଥମେ ଦୁର୍ଘଟଣାସ୍ଥଳରେ ଉଦ୍ଧାର କରିଥିଲେ । କିଭଳି ରହିଥିଲା ପନ୍ତଙ୍କ କାରରେ ନିଆଁ ଲାଗିଯିବାର ଛାତି ଥରା ଦୃଶ୍ୟ । ଶୁଣନ୍ତୁ ଉଦ୍ଧାରକାରୀଙ୍କ ମୁହଁରୁ । ପନ୍ତଙ୍କୁ ପ୍ରଥମେ ଉଦ୍ଧାର କରିଥିବା ବସ୍ ଡ୍ରାଇଭର ଓ କଣ୍ଡକ୍ଟର ଉଭୟଙ୍କୁ ଏହି ସାହାସିକତା ପାଇଁ ସମ୍ମାନିତ ମଧ୍ୟ କରାଯାଇଛି ।
Last Updated : Feb 3, 2023, 8:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.