thumbnail

By

Published : Dec 3, 2022, 10:44 PM IST

Updated : Feb 3, 2023, 8:34 PM IST

ETV Bharat / Videos

ହେଲିକପ୍ଟରରେ ଶାଶୁଘରକୁ ଗଲେ ନବବଧୂ, କରତାଳିରେ ଫାଟିଲା ପରିବେଶ

ଡେରାଡୁନ: ପ୍ରତ୍ୟେକ ଝିର ସ୍ବପ୍ନ ରହିଥାଏ ତାର ବିବାହ ବହୁ ଧୁମଧାମର ସହିତ ହେଉ । ଯଦି କନ୍ୟାର ସ୍ବାମୀ ତାଙ୍କୁ ହେଲିକପ୍ଟରରେ ନେବାକୁ ଆସନ୍ତି, ତେବେ ଆଲୋଚନା ହେବା ସାଧାରଣ କଥା । ଉତ୍ତରାଖଣ୍ଡାର ରୁଡ଼କୀ ଗଙ୍ଗାନହର କୋତୱାଲି ଅଞ୍ଚଳରେ ଏହି ଘଟଣା ଘଟିଛି । ଏଠାରେ ରହୁଥିବା ବର ନିଜ କନ୍ୟାକୁ ହେଲିକପ୍ଟରରେ ନିଜ ଘରୁ ଆଣିଛନ୍ତି (Groom reached roorkee with the bride by helicopter)। ରୁଡ଼କୀରେ ହେଲିକପ୍ଟରର ହଠାତ୍ ଅବତରଣ ଦେଖି ବହୁ ଲୋକ ଏକତ୍ରିତ ହୋଇଥିଲେ । ଏହି ସମୟରେ ସହରର ଲୋକେ ମଧ୍ୟ ନୂଆ ବରକୁ କରତାଳି ଦେଇ ସ୍ବାଗତ କରିଥିଲେ।
Last Updated : Feb 3, 2023, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.