thumbnail

By

Published : May 25, 2022, 11:44 AM IST

Updated : Feb 3, 2023, 8:23 PM IST

ETV Bharat / Videos

Viral Video: ପ୍ରେମିକଙ୍କ ପାଇଁ ଷ୍ଟାଡିୟମରେ 2 ପ୍ରେମିକା ହାତାହାତି

ରାୟପୁର: ଜଣେ ପ୍ରମିକ ପାଇଁ ମୁହାଁମୁହିଁ ହୋଇଛନ୍ତି ଦୁଇ ପ୍ରେମିକା । ତାହା ପୁଣି ଷ୍ଟାଡିୟମ ମଧ୍ୟରେ । ଖେଳ ଅଭ୍ୟାସ କରୁଥିବା ବେଳେ ପ୍ରେମିକଙ୍କୁ ନେଇ ଦୁଇ ପ୍ରେମିକାଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଟ୍ରେନର ଆସି ଉଭୟଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣାଧିନ ହୋଇଥିଲା । ତେବେ ରାୟପୁର ସୁବାସ ଷ୍ଟାଡିୟମରେ ଦେଖିବାକୁ ମିଳିଛି ଏଭଳି ଘଟଣା । ତେବେ, ୨ ପ୍ରେମିକା ବୃତ୍ତିରେ ଖେଳାଳି ବୋଲି ସୂଚନା ମିଳିଛି ।
Last Updated : Feb 3, 2023, 8:23 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.