IMA Pop 2022: ସେନାରେ ସାମିଲ ହେଲେ ୩୧୪ ଯୁବ ଅଫିସର, ଦେଖନ୍ତୁ ରୋମାଞ୍ଚକର ପରେଡ

By

Published : Dec 10, 2022, 10:02 PM IST

Updated : Feb 3, 2023, 8:35 PM IST

thumbnail
ଡେରାଡୁନ: ଭାରତୀୟ ମିଲିଟାରୀ ଏକାଡେମୀ (IMA)ର ପରେଡ୍‌ର ଦୃଶ୍ୟ ଆଜି ଦେଖିବାଯୋଗ୍ୟ ରହିଥିଲା । ପାସିଂ ଆଉଟ୍ ପରେଡ୍ ଶେଷ ହେବା ମାତ୍ରେ ପିପିଂ ସମାରୋହ ଆରମ୍ଭ ହୋଇଥିଲା । ଏହା ଏକ ରୋମାଞ୍ଚକର ମୁହୂର୍ତ୍ତ ଥିଲା ଯେତେବେଳେ ନବ ନିଯୁକ୍ତିପ୍ରାପ୍ତ ଲେଫ୍ଟନାଣ୍ଟ ପିପିଂ ସମାରୋହରେ କାନ୍ଧରେ କାନ୍ଧ ମିଳାଇ ପରେଡ କରିଥିଲେ । ଦେଖନ୍ତୁ ଏହି ରୋମାଞ୍ଚକର ଦୃଶ୍ୟ
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.