G20 Summit Delhi: ଗୋଟିଏ ଦିନ ପରେ ବିଶ୍ବ ମହାକୁମ୍ଭ, ଥରେ ଦେଖନ୍ତୁ ଦିଲ୍ଲୀ ଦୃଶ୍ୟ

By ETV Bharat Odisha Team

Published : Sep 7, 2023, 5:11 PM IST

thumbnail

ନୂଆଦିଲ୍ଲୀ: ଗୋଟିଏ ଦିନ ପରେ ନୂଆଦିଲ୍ଲୀରେ ଆରମ୍ଭ ହେବ ବିଶ୍ବମହାକୁମ୍ଭ । G-20 ଶିଖର ସମ୍ମିଳନୀରେ ସାମିଲ ହେବାକୁ ଭାରତ ଆସିବାରେ ଲାଗିଛନ୍ତି ବିଶ୍ବନେତା ।  ବିଶ୍ବନେତାଙ୍କ ରେଡ୍‌ କାର୍ପେଟ ସ୍ବାଗତ ପାଇଁ ପୁରା ପ୍ରସ୍ତୁତ ହିନ୍ଦୁସ୍ତାନ । ନୂଆଦିଲ୍ଲୀରେ ଭବ୍ୟ ପ୍ରସ୍ତୁତି ଶେଷ ହୋଇଛି । ଖାଲି ଏବେ ସମୟକୁ ଅପେକ୍ଷା । G-20 ଶିଖର ସମ୍ମିଳନୀକୁ ସଫଳତାର ସହ ଆୟୋଜନ କରିବା ପାଇଁ ସାରା ଦେଶର ପ୍ରବଳ ଉତ୍ସାହ ବଢ଼ିବାରେ ଲାଗିଛି । G-20 ଶିଖର ସମ୍ମିଳନୀରେ ଭାରତର ଶକ୍ତି, ସାମର୍ଥ୍ୟ କଳା, ସଂସ୍କୃତି ପ୍ରଦର୍ଶନ ହେବ । ଯାହାକୁ ନେଇ ଦେଶବାସୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି । ବିଦେଶୀ ଅତିଥିଙ୍କ ସ୍ବାଗତ ସହ ଏକ ନୂଆ ଅନୁଭୂତି ଦେବା ପାଇଁ ନୂଆଦିଲ୍ଲୀକୁ ନୂଆ ରୂପରେ ସଜା ଯାଇଛି । ଏହି ସାଜସଜ୍ଜା ସୌନ୍ଦର୍ଯ୍ୟକରଣରେ ସାରା ଦେଶ ତଥା ସମସ୍ତ ରାଜ୍ୟର କଳା ସଂସ୍କୃତିର ଛାପ ଦିଆଯାଇଛି । ଦେଖନ୍ତୁ ନୂଆଦିଲ୍ଲୀ ବାହାରର କିଛି ଭବ୍ୟ ଦୃଶ୍ୟ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.