thumbnail

By

Published : Oct 22, 2022, 9:40 PM IST

Updated : Feb 3, 2023, 8:29 PM IST

ETV Bharat / Videos

Digital Dialogue, କିଏ ବଢାଉଛି ବିଧାୟକଙ୍କ ଲୋଭ: ବିଧାୟକ ସୁର ରାଉତରାୟ

ଭୁବନେଶ୍ବର: ଓଡିଶା କଂଗ୍ରେସ ପୁରା ଏକ ଅଛି । ଦଳରେ କୌଣସି ସମସ୍ୟା ନାହିଁ । ଦଳକୁ ଯିଏ ଧକ୍କା ଦେଇଛି, ସେ ବର୍ବାଦ ହୋଇଛି । ମୋକିମଙ୍କ ଲୋଭ ବଢିଯାଇଛି । ସେଥିପାଇଁ ଦଳରୁ ଦୂରେଇ ଯାଉଛନ୍ତି । ଅଣଗାନ୍ଧୀ ନେତା ହାତରେ କଂଗ୍ରେସ କମାଣ ଦଳକୁ ସୁଦୃଢ କରିବ । ବିରୋଧୀଙ୍କୁ ସଠିକ ଜବାବ ମିଳିବ । 2024 ରେ ରାଜ୍ୟରେ କଂଗ୍ରେସ କ୍ଷମତା ଦଖଲ କରିବ । ଧାମନଗରରୁ ଏହା ପ୍ରସ୍ଫୁଟିତ ହେବ । ଇଟିଭି ଭାରତ ଡିଜିଟାଲ ଡାଏଲଗକୁ ସାକ୍ଷାତକାର ଦେଇ ଏହା କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡିଶା
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.