ନବରାତ୍ରୀ ପୂଜା, ସେଲିବ୍ରେସନ ପାଇଁ ଉତ୍ସାହିତ କଣ୍ଠଶିଳ୍ପୀ ଫାଲଗୁନି ପାଠକ - କଣ୍ଠଶିଳ୍ପୀ ଫାଲଗୁନି ପାଠକ

🎬 Watch Now: Feature Video

thumbnail

By

Published : Sep 26, 2022, 10:50 PM IST

Updated : Feb 3, 2023, 8:28 PM IST

ମୁମ୍ବାଇ: 'ଓ ସଜନା' ଗୀତ ବିବାଦକୁ ନେଇ ଚର୍ଚ୍ଚାରେ ଥିବା କଣ୍ଠଶିଳ୍ପୀ ଫାଲଗୁନି ପାଠକ ସ୍ବପ୍ନ ନଗରୀ ମୁମ୍ବାଇରେ ନବରାତ୍ରୀ ପୂଜା ପାଇଁ ହେଉଛନ୍ତି ପ୍ରସ୍ତୁତ । ଏହାସହିତ ପୂଜା ସେଲିବ୍ରେସନ ପାଇଁ ସେ ଖୁବ ଉତ୍ସାହିତ ଥିବା କହିଛନ୍ତି । ତାଙ୍କ ଆୱାଜ ବିନା ଦାଣ୍ଡିଆ କାର୍ଯ୍ୟକ୍ରମ ଅଧୁରା ବୋଲି କୁହାଯାଏ । ତେବେ ସେ ପ୍ରତିବର୍ଷ ଦାଣ୍ଡିଆ କାର୍ଯ୍ୟକ୍ରମରେ ଗୀତ ଗାଉଥିବା ବେଳେ କୋରୋନା କଟକଣା ପାଇଁ ଏହା ବନ୍ଦ ରହିଥିଲା । ଚଳିତ ବର୍ଷ ସେ ଗୀତ ଗାଇବା ପାଇଁ ବେଶ ଉତ୍ସାହିତ ରହିଥିବା କହିଛନ୍ତି ।
Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.