ଜଙ୍ଗଲରେ ହଠାତ୍‌ ବସ ଆଗକୁ ଆସିଗଲା ହାତୀ, 8KM ପଛକୁ ଗଡିଲା ଗାଡି - ଯାତ୍ରୀବାହୀ ବସକୁ ଆକ୍ରମଣ କଲା ଜଙ୍ଗଲି ହାତୀ

🎬 Watch Now: Feature Video

thumbnail

By

Published : Nov 16, 2022, 11:00 PM IST

Updated : Feb 3, 2023, 8:32 PM IST

ଥିରୁଅନନ୍ତପୁରମ: ହାତୀର ଆକ୍ରମଣରେ 8 କିଲୋମିଟର ଓଲଟା ଚଳାଇଲା ବସ ଚାଳକ । ଯାହାକୁ ନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବାକୁ ଲାଗିଛି । ତେବେ କେରଳର ଚଲାକୁଡିର ବାଲପରାଇ ରାସ୍ତାରେ ଏହି ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସରେ 40 ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଯାଉଥିଲା । ସେହି ସମୟରେ ଏକ ଜଙ୍ଗଲି ହାତୀ ବସ ଆଡକୁ ଆସୁଥିବା ଦେଖି ବସ ଚାଳକ 8 କିଲୋମିଟର ଯାଏଁ ପଛୁଆ ଚଲାଇଥିଲେ ବସ । ଯାହାକୁ ନେଇ ଭିଡିଓ ଭାଇରାଲ ହେବାକୁ ଲାଗିଛି ।
Last Updated : Feb 3, 2023, 8:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.